ପ୍ରସ୍ତୁତ ହେଉଛି ରେଳ‌ଷ୍ଟେସନ୍‌ : ଚାଲିଛି ବିଶୋଧନ, ସୁରକ୍ଷା ଉପରେ ଗୁରୁତ୍ୱ

ଭୁବନେଶ୍ୱର : କରୋନା ମୁକାବିଲା ଲାଗି ଲକ୍‌ଡାଉନ୍ ପାଇଁ ଦୀର୍ଘ ଦିନ ଧରି ବନ୍ଦ ରହିଥିଲା ରେଳ ଚଳାଚଳ। ଟ୍ରେନ ଚଳାଚଳ କରିବ ବୋଲି କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଯାତ୍ରୀଙ୍କ ମନରେ ଉତ୍ସାହ। ଭୁବନେଶ୍ୱରରୁ ନୂଆଦିଲ୍ଲୀ ଚାଲିବାକୁ ଥିବା ସ୍ୱତନ୍ତ୍ର ଟ୍ରେନ୍ ଟିକଟ ଘଣ୍ଟାଏରୁ କମ୍ ସମୟ ଭିତରେ ବିକ୍ରି ହୋଇ ଯାଇଛି। ୧୩ ତାରିଖ ଠାରୁ ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ଟ୍ରେନ ଚାଲିବ। ଏହା ପୂର୍ବରୁ ଭୁବନେଶ୍ୱର ରେଳ … Continue reading ପ୍ରସ୍ତୁତ ହେଉଛି ରେଳ‌ଷ୍ଟେସନ୍‌ : ଚାଲିଛି ବିଶୋଧନ, ସୁରକ୍ଷା ଉପରେ ଗୁରୁତ୍ୱ